This browser does not support the video element.
ରେଢାଖୋଲ: ରେଢ଼ାଖୋଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିୟମ୍ ରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ
Rairakhol, Sambalpur | Aug 28, 2025
ରେଢ଼ାଖୋଲ ବିଜ୍ଞାପିତ ଅଂଚଳ ପରିଷଦରେ ସାୟତ୍ତ ଶାସନ ଦିବସ ପାଳନ ଅବସରରେ ଗୁରୁବାର ସକାଳେ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିୟମ୍ ଠାରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଉପ ଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତ , ଅଧ୍ୟକ୍ଷ ଶିବରାମ ସାହୁ, ନିର୍ବାହୀ ଅଧିକାରୀ ରଂଜନ କୁମାର ମାର୍ଥା ଯୋଗଦେଇ ଖେଳ କୁ ଉଦଘାଟନ କରିଥିଲେ । ଏଥିରେ ୧୫ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଇଭେଣ୍ଟ ରେ ଭାଗ ନେଇ ଖେଳିଥିଲେ ।