Download Now Banner

This browser does not support the video element.

ଛତ୍ରପୁର: ବ୍ରହ୍ମପୁର ଗାନ୍ଧି ନଗର ସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ

Chhatrapur, Ganjam | Aug 31, 2025
ବ୍ରହ୍ମପୁର ଗାନ୍ଧି ନଗର ଠାରେ ଥିବା ବିଧାୟକଙ୍କ କାର୍ଯ୍ୟାଳୟ ଠାରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ରବିବାର ସଂଧ୍ୟାରେ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର କଂ ଉପସ୍ଥିତିରେ ୩୦ ଜଣ ଯୁବକ ଅନ୍ଯ ଦଳ ଛାଡି ବିଜେପି ଦଳରେ ସାମିଲ ହୋଇଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶ ଅନୁପ୍ରାଣିତ ହୋଇ ବ୍ରହ୍ମପୁର ବିଧାୟକଙ୍କ ଉପସ୍ଥିତିରେ ଗୋଷାଣୀ ନୂଆଗାଁ ଅଞ୍ଚଳର ୩୦ ଜଣ ଯୁବକ ଭାରତୀୟ ଜନତା ପାର୍ଟି ଯୋଗଦାନ କରିଛନ୍ତି।
Read More News
T & CPrivacy PolicyContact Us