Download Now Banner

This browser does not support the video element.

ନାଲକୋ: ଛେଣ୍ଡିପଦାର ବଗାଡ଼ିଆରେ ବିଜେଡି ସମର୍ଥକଙ୍କୁ ଆକ୍ରମଣ ଅଭିଯୋଗ କରି ଭୁବନେଶ୍ଵର ସ୍ଥିତ CEO କଂ ନିକଟରେ ଫେରାଦ ହେଲା ବିଜେଡ଼ି

Nalco, Angul | May 27, 2024
ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି।ଛେଣ୍ଡିପଦାର ବଗାଡ଼ିଆରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ସହ ତାଙ୍କ ସମର୍ଥକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମିଶି ବିଜେଡି ସମର୍ଥକଙ୍କୁ ଆକ୍ରମଣ କରିଛନ୍ତି। ଏଭଳି ଅଭିଯୋଗ କରି ରବିବାର ଅପରାହ୍ନରେ ରାଜ୍ଯସଭା ସାଂସଦ ସୁଲତା ଦେଓଙ୍କ ସହ ଏକ ଟିମ୍ ଭୁବନେଶ୍ବର ସ୍ଥିତ ନିର୍ବାଚନ କମିସନରଙ୍କ ଦ୍ବାରସ୍ଥ ହୋଇଛନ୍ତି ।
Read More News
T & CPrivacy PolicyContact Us