This browser does not support the video element.
ଭଞ୍ଜନଗର: ଭଂଜନଗର ଉତ୍ତର ଘୁମୁଷର ବନ ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମ ପଂଚାୟତକୁ ବୃକ୍ଷ ରୋପଣ ନିମନ୍ତେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
Bhanjanagar, Ganjam | Sep 6, 2025
ଗଂଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁଷର ବନ ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମ ପଂଚାୟତକୁ ବୃକ୍ଷ ରୋପଣ ନିମନ୍ତେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅ।ଜି ଲାଲସିଙ୍ଗି ନର୍ସରି ଠାରୁ ଡୁହ ପଢାଳ ଗ୍ରାମ ପଂଚାୟତକୁ ପଠାଯାଇଥିବା ବେଳେ ଡିହ ପଢାଳ ଗ୍ରାମ ପଂଚାୟତରେ ପୂଜା କରାଯାଇ ଚାରା ଗୁଡିକୁ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭଂଜନଗର ବ୍ଲକର ବିଡିଓ ଓ ଡିଏଫଓ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ ଅ।ଜି ଦିନ 11 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଥିବାର ଖବର ମିଳିଛି ।