Download Now Banner

This browser does not support the video element.

ଜଳେଶ୍ବର: ବସ୍ତା ବାଇପାସ ନିକଟରେ ଡିଭାଇଡରକୁ ଧକ୍କା ଦେଇ ୨ ଜଣ ଗୁରୁତର

Jaleswar, Balasore | Sep 7, 2025
ଡ଼ିଭାଇଡ଼ରକୁ ଧକ୍କା ଦେଇ ଦୁଇ ବାଇକ ଆରୋହୀ ଗୁରୁତର ବସ୍ତା ଥାନା ୬0ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟରେ ଭାରସାମ୍ୟ ହରାଇ ଡ଼ିଭାଇଡ଼ରକୁ ଧକ୍କା ଦେଇ ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ରବିବାର ପୂର୍ବାହ୍ଣ ସମୟରେ ଓଡ଼ି ୦୧ଏଜେ ୩୭୯୦ ନମ୍ବର ବିଶିଷ୍ଟ ବାଇକରେ ଦୁଇ ବାଇକ ଆରୋହୀ ବାଲେଶ୍ବର ପଟୁ ଜଳେଶ୍ବର ଅଭିମୁଖେ ଯାଉଥିବା ସମୟରେ ବାଇକ ଆରୋହୀ ଜଣକ ଭାରସାମ୍ୟ ହରାଇ ଡ଼ିଭାଇଡ଼ରକୁ ଧକ୍କା ଦେଇ ଦୂରକୁ ଛିଟିକି ପଡ଼ିଥିଲେ। ଫଳରେ ଚାଳକ ସମେତ ପଛରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ
Read More News
T & CPrivacy PolicyContact Us