This browser does not support the video element.
ବରଗଡ: ମହାରାଜା ହୋଟେଲ ଠାରେ କଂଗ୍ରେସ କମିଟି ପକ୍ଷରୁ ଅନୁଷ୍ଠିତ ହେଲା ସାମ୍ବାଦିକ ସମ୍ବିଳନୀ
Bargarh, Bargarh (Baragarh) | Sep 10, 2025
ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବୁଧବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ହୋଟେଲ ମହାରାଜା ଠାରେ ସାମ୍ବାଦିକ ସମ୍ମିଲନି ଅନୁଷ୍ଠିତ ହୋଇଯାଇଛି | ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶାରେ "ସଂଗଠନ ସୃଜନ ଅଭିଯାନ"ର ଶୁଭାରମ୍ଭ ହୋଇଛି, ଯାହା ସେପ୍ଟେମ୍ବର ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ l ବରଗଡ଼ ଜିଲ୍ଲାରେ ମଧ୍ଯ ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ଏହା ସହାୟକ ହେବ l ଏ.ଆଇ.ସି.ସି ପର୍ଯ୍ୟବେକ୍ଷକ ଶ୍ରୀମତୀ ଶୋଭାତାଇ ବଚ୍ଚବ, ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଯୋଗଦାନ କରିଛନ୍ତି |