This browser does not support the video element.
ପୋଡିଆ: ପଡିଆ ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ ଠାରେ ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ଭାଷାଜ୍ଞାନ ପରୀକ୍ଷା ଅନୁଷ୍ଠିତ
Podia, Malkangiri | Sep 7, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଥିବା ଅନୂସୁଚିତ ଜାତି ଓ ଜନଜାତି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସମ୍ବାଦ ଓ ଆମ ଓଡ଼ିଶା ପକ୍ଷ୍ୟରୁ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଚିତ୍ରାଙ୍କନ ବିଭାଗରେ ୫୮ ଜଣ, ସୁନ୍ଦର ହସ୍ତାକ୍ଷର ବିଭାଗରେ ୧୪୭ ଜଣ ଓ ଭାଷାଜ୍ଞାନ ବିଭାଗରେ ୨୦୨ ଜଣ ସମେତ ମୋଟ ୪୦୭ ଜଣ ପିଲା ପରୀକ୍ଷା ଦେଇଛନ୍ତି। ଏହି ପରିକ୍ଷାର ଚିତ୍ରାଙ୍କନ ବିଭାଗରେ ରୁଞ୍ଜା ଅକ୍ଷ୍ସିତା ଦାସ ପ୍ରଥମ, ଚନ୍ଦ୍ରିକା ମାଡକାମି ଦ୍ଵିତୀୟ ଓ ପୂଜା ମଣ୍ଡଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।