This browser does not support the video element.
ଢେଙ୍କାନାଳ ସଦର: କାଶିଆଡିହି ଗ୍ରାମ ନିକଟରେ ଜଣେ ବ୍ୟକ୍ତିଙ୍କ ଜାଗାରେ କେନାଲ ଖୋଳାଇ ରାସ୍ତା ତିଆରିକୁ ବିରୋଧ
Dhenkanal Sadar, Dhenkanal | Sep 11, 2025
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ କାଶିଆ ଡିହି ଗ୍ରାମରେ ସରକାରଙ୍କ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଏକ କେନାଲ ଖୋଳାଯାଇଛି। କେନାଲଟିର କିଛି ଅଂଶ ମୃତ ଗୀରିଧାରୀ ସେଠୀଙ୍କ ଜାଗାରେ ଖୋଳାଯାଇ ମାଟି ପକାଇ ରାସ୍ତା ନିର୍ମାଣ କରାଯାଇଛିା ମୃତ ଗୀରିଧାରୀ ସେଠୀଙ୍କ ପରିବାର ପକ୍ଷରୁ ଏସଂପର୍କର ସ୍ଥାନୀୟ ସରପଞ୍ଚ, ବିଡିଓ ଏବଂ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଆଜି ମଧ୍ୟାହ୍ନ ୧୨ଟା ବେଳେ ପରିବାର ଲୋକ ଜମିରେ ପହଞ୍ଚି ପ୍ରତିକ୍ରିୟାରେ ସେମାନଙ୍କ ଜାଗା ଫେରାଇବା ପାଇଁ ଦାବି କରିଛନ୍ତି।