Download Now Banner

This browser does not support the video element.

ଜଗତସିଂହପୁର: କୁଜଙ୍ଗ କୁ ଏନ୍ଏସି ମାନ୍ୟତା ଦାବି କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ କୁଜଙ୍ଗ ବଜାର ପରିକ୍ରମା କରିବା ସହ କୁଜଙ୍ଗ ତହସିଲ ଅଫିସ ଘେରାଉ କରାଯ

Jagatsinghapur, Jagatsinghpur | Aug 26, 2025
କୁଜଙ୍ଗ କୁ ଏନ୍ଏସି ମାନ୍ୟତା ଦାବି କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ କୁଜଙ୍ଗ ବଜାର ପରିକ୍ରମା କରିବା ସହ କୁଜଙ୍ଗ ତହସିଲ ଅଫିସ ଘେରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦାବି ପୂରଣ ନହେଲେ ପ୍ରଶାସନ କୁ ଅଚଳ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଗତ ୧୮ ତାରିଖରେ ରାଜ୍ୟର ୭ଟି ଜିଲ୍ଲାରେ ନୂଆ ୧୨ଟି ଏନ୍ଏସି ଗଠନ କରିବାକୁ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ପୂର୍ବ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ଜଗତସିଂହପୁର ଜିଲ୍ଲା ର କୁଜଙ୍ଗ ର ନାମ ଘୋଷଣା କରା ଯାଇନାହିଁ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦା
Read More News
T & CPrivacy PolicyContact Us