Download Now Banner

This browser does not support the video element.

ଦେବଗଡ: ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ସେବାପକ୍ଷ ଅବସରରେ ଦ୍ୱିଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ, ସୁନ୍ଦରଗଡ ଚମ୍ପିୟାନ

Debagarh, Debagarh (Deogarh) | Sep 30, 2025
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଉପଲକ୍ଷେ ପାଳିତ ହେଉଥିବା ‘ସେବା ପକ୍ଷ ଅବସରରେ ଦେବଗଡ ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ଇନ୍ଦିରା ଗାନ୍ଧି ଷ୍ଟାଡିୟମ ଠାରେ ଗହତକାଲି ଠାରୁ ଆରମ୍ଭ ହୋଇଥିବା ଦ୍ୱିଦିବସୀୟ ଫୁଟବଲ ପ୍ରତିଯୋଗିତା ଆଜି ସନ୍ଧ୍ୟା ପ୍ରାୟ ୬ ଟାରେ ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଝାରସୁଗୁଡାର ଆଦର୍ଶ କ୍ଲବକୁ ଟାଇବ୍ରେକର ଯୋଗେ ପରାସ୍ତ କରି ସୁନ୍ଦରଗଡ ଫୁଟବଲ ଦଳ ଚମ୍ପିୟାନ ହୋଇଛି । ଆଜି ସଂଧ୍ୟାରେ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ତଥା ପୁରସ୍କାର ବିତରଣି ଉତ୍ସବ ଅନୁଷ୍ଠିତ ହୋଇଥିଲା।
Read More News
T & CPrivacy PolicyContact Us