Download Now Banner

This browser does not support the video element.

ବରଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ଥୁଆପାଲି ଗ୍ରାମବାସୀ

Bargarh, Bargarh (Baragarh) | Oct 10, 2025
ଥୁଆପାଲି ଗାଁ ସ୍ଥିତ କପାବାରୀ ଧନୁଯାତ୍ରା ପଡିଆରେ ପ୍ଲାଏଆସ ପକାଯାଇ ଉକ୍ତ ପଡିଆକୁ ଆବର୍ଜନା ତଥା ପ୍ରଦୂଷିତ କରାଯାଉଥିବା ଅଭିଯୋଗ ବିରୋଧରେ ଶୁକ୍ରବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଥୁଆପାଲି ବାସି | ସୂଚନା ଅନୁସାରେ ଭେଡେନ ବ୍ଲକର ଏକ ମାତ୍ର ଆବର୍ଜିତ ପଡିଆକୁ ସୁବ୍ୟବସ୍ଥା କରି ଏହାକୁ ଏକ ସୁନ୍ଦର ଖେଳ ପଡିଆ ଭାବରେ ବ୍ୟବହାର କରିବା ପାଇଁ ଫ୍ଲାଏଆସ ପକାଇ ଏହି ପଡିଆକୁ ବ୍ୟବହାର ଉପଯୋଗୀ କରିବା ପାଇଁ ଗ୍ରାମବାସୀ ପ୍ରୟାସ କରୁଥିବା ବେଳେ କିଛି ଲୋକେ ଏହି ପଡିଆକୁ ଆବର୍ଜନା କରୁଥିବା ଭଳି ମିଥ୍ୟା ଅଭିଯୋଗ କରୁଛନ୍ତି
Read More News
T & CPrivacy PolicyContact Us