Download Now Banner

This browser does not support the video element.

ଲକ୍ଷ୍ମୀପୁର: ମହିଳା ସୁରକ୍ଷାକୁ ନେଇ ଅପରେସନ ଦୁର୍ଗା, ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ମହିଳା ସୁରକ୍ଷା ଆଇନ ସଂପର୍କିତ ସଚେତନତା ଶିବିର

Lakshmipur, Koraput | Aug 25, 2025
ରାଜ୍ୟରେ ନାରୀମାନଙ୍କ ପ୍ରତି ବଢୁଥିବା ଅନ୍ୟାୟ ଅତ୍ୟାଚାରକୁ ରୋକିବା ପାଇଁ ରାଜ୍ୟ ସରକାର ମହିଳା ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଅପରେସନ ଦୁର୍ଗା କାର୍ଯକ୍ରମର ଆରମ୍ଭ କରିଛନ୍ତି। ସୋମବାର ଲକ୍ଷ୍ମୀପୁର ମହାବିଦ୍ୟାଳୟ ଠାରେ କୋରାପୁଟ ଜିଲ୍ଲା ପୋଲିସ ପକ୍ଷରୁ ମହିଳା ସୁରକ୍ଷାକୁ ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଥିବା ଦିନ ୧.୩୦ଟେ ସମୟରେ ଦେଖିବାକୁ ମିଳିଛି। ଅତିରିକ୍ତ ଏସପି ମନୋବ୍ରତା ଶତପଥି ,ଲକ୍ଷ୍ମୀପୁର ଆଇଆଇସି ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରୀ ମାନଙ୍କୁ ମହିଳା ସୁରକ୍ଷା ସମ୍ବନ୍ଧୀୟ ଆଇନ ଉପରେ ସଚେତନ କରାଇଥିଲେ।
Read More News
T & CPrivacy PolicyContact Us