Download Now Banner

This browser does not support the video element.

ନୂଆଗାଁ: ବରଡ଼ା ଗ୍ରାମରେ ଜଣେ କ୍ୟାନ୍ସର ପୀଡିତଙ୍କୁ ଭେଟିଲେ ଚିକିଟି ବିଧାୟକ

Nuagaon, Ganjam | Sep 23, 2024
ଚିକିଟି ବ୍ଳକ ରମ୍ପା ପଞ୍ଚାୟତ ବରଡ଼ା ଗ୍ରାମ ର ବି ବୁଲୁଙ୍କ ସ୍ୱାସ୍ଥ୍ୟବସ୍ତା ପଚାରି ବୁଝିଲେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସମନ୍ତରା l ସେ କ୍ୟାନସର ପୀଡ଼ିତ ହେଇଥିବାରୁ ଖବର ଶୁଣି ବିଧାୟକ ପହଂଚି ସ୍ୱାସ୍ଥ୍ୟସେବା ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ l
Read More News
T & CPrivacy PolicyContact Us