Download Now Banner

This browser does not support the video element.

ବରଗଡ: ଟାଉନ ଥାନା ଛକ ଓ ଗାନ୍ଧୀ ଛକର ବେଆଇନ ଦୋକାନ ଗୃହଗୁଡିକୁ ଆସନ୍ତାକାଲି ଭଙ୍ଗାଯିବାନେଇ ସୂଚନା ଦେଲେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ

Bargarh, Bargarh (Baragarh) | Sep 6, 2025
ବରଗଡ଼ ଟାଉନ ଥାନାଛକ ଓ ଗାନ୍ଧିଛକର ବେଆଇନ ଦୋକାନ ଗୃହ ଆସନ୍ତା କାଲି ଭାଙ୍ଗିବ ପୌରପରିଷଦ | ଏନେଇ ଶନିବାର ଅପରାହ୍ନ 4 ଘଣ୍ଟା ସମୟରେ ପୌରପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି | ବରଗଡ଼ ସହରର ବିଭିନ୍ନ ଅଞ୍ଚଳରେ ଜବର ଦଖଲ ଉଚ୍ଛେଦ ଆରମ୍ଭ ହୋଇଯାଇଛି | ତେବେ ଥାନା ଛକରୁ ହସ୍ପିଟାଲ ରୋଡ଼ ଓ ଗାନ୍ଧିଛକରେ ଥିବା ଜବର ଦଖଲ ଦୋକାନ ଗୃହକୁ ଆସନ୍ତା କାଲି ଭଙ୍ଗା ଯିବ | ରାସ୍ତା ପ୍ରଶାସ୍ତି କରଣ ଓ ଡ୍ରେନେଜ ବ୍ୟବସ୍ଥା ସହ ଉନ୍ନତିକରଣ କାର୍ଯ୍ୟ ପାଈଁ ଏହି ଦୋକାନ ଭଙ୍ଗା ଯାଉଥିବା ପୌରପରିଷଦ କାର୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି |
Read More News
T & CPrivacy PolicyContact Us