Download Now Banner

This browser does not support the video element.

କେନ୍ଦ୍ରାପଡା: କୁଦାନଗରୀ ଥାନାରେ ପହଞ୍ଚି IICଙ୍କ ସହିତ ଆଲୋଚନା କଲେ ବିଜେପି ରାଜ‍୍ୟ ପ୍ରବକ୍ତା ଉମାକାନ୍ତ ପଟ୍ଟନାୟକ

Kendrapara, Kendrapara | Aug 24, 2025
କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନାରେ ପହଞ୍ଚି ଆଜି ପ୍ରାୟ ୧ ଘଣ୍ଟିକା ସମୟରେ ଆଇ.ଆଇ.ସି ଙ୍କ ସହ ସାକ୍ଷାତକରି କିଛି କେସ ରେ ପୀଡ଼ିତା ଙ୍କୁ ତୁରନ୍ତ ନ୍ୟାୟ ଦେବା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କଲେ ବିଜେପି ଷ୍ଟେଟ ସ୍ପୋକ ପର୍ସନ ଆଣ୍ଡ ସୋସିଆଲ ମିଡ଼ିଆ ଇନ୍ଚାର୍ଜ ଉମାକାନ୍ତ ପଟ୍ଟନାୟକ ଓ ଶ୍ରୀ ପଟ୍ଟନାୟକ ଥାନାର ସମସ୍ୟା ବିଷୟରେ ଆଲୋଚନା କରିବା ସହିତ ଆଇନ ଶୃଙ୍ଖଳା ସହିତ ବିଚାରାଧୀନ ସମସ୍ତ କେସ ମାନଙ୍କର ତ୍ୱିରିତ ପୋଲିସ କାର୍ଯ୍ୟାନୁଷ୍ଠାନ କରିବା ସହିତ ନିରୀହ ଲୋକମାନେ ଯେପରି ନ୍ୟାୟ ପାଇବାରୁ ବଞ୍ଚିତ ନ ହୁଅନ୍ତି ସେ ବିଷୟରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।
Read More News
T & CPrivacy PolicyContact Us