Download Now Banner

This browser does not support the video element.

ଦେବଗଡ: ଗୋଳାବନ୍ଧ କଟେଇ ସାହିରେ ପୂର୍ବ ଶତୃତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ

Debagarh, Debagarh (Deogarh) | Sep 3, 2025
ବାରକୋଟ ଥାନା ଗୋଳାବନ୍ଧ କଟେଇ ସାହିରେ ପୂର୍ବ ଶତୃତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଗୋଳାବନ୍ଧ ଗ୍ରାମର କିଶୋର ନାଏକଙ୍କ ବିରୋଧରେ ବାରକୋଟ ଥାନାରେ ଆଜି ସନ୍ଧ୍ୟା ପ୍ରାୟ ୭ ଟାରେ ଏକ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗୋଳାବନ୍ଧ କଟେଇ ସାହିର କୁବେର ପେରେଇ ଏବଂ ସେହି ଗ୍ରାମର କିଶୋର ନାଏକଙ୍କ ମଧ୍ୟରେ ପୂର୍ବଶତୃତା ରହିଛି । ଏପରିକି କିଶୋରଙ୍କ ବିଦୋଧରେ ମାନ୍ୟବର ସିଜେଏମ ଅଦାଲଦରେ ଏକ ମାମଲା ବିଚାରଧିନ ରହିଛି ।
Read More News
T & CPrivacy PolicyContact Us