Download Now Banner

This browser does not support the video element.

ଧାମନଗର: କାପଡ଼ା ରେ ସାମାଜିକ କାର୍ଯକ୍ରମ ରେ ଯୋଗ ଦେଲେ ଧାମନଗର ବିଧାୟକ

Dhamanagar, Bhadrak | Apr 10, 2024
ଆଜି ସଂଧ୍ୟା ୬ ଟା ସମୟ ରେ ଧାମନଗର ନିର୍ବାଚନ ମଣ୍ଡଳୀ ର କାପଡ଼ା ଠାରେ ସାମାଜିକ କାର୍ଯ୍ୟକ୍ରମ ଓ ନାମ ସଙ୍କୀର୍ତ୍ତନ ରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇ ଥିଲେ।ପରେ କାପଡ଼ା ସ୍ଥିତ ମାବାସୂଳୀ ଙ୍କ ଦର୍ଶନ ମଧ୍ୟ କରିଥିଲେ ।
Read More News
T & CPrivacy PolicyContact Us