Download Now Banner

This browser does not support the video element.

ବରଗଡ: ପଞ୍ଚାୟତ କଲେଜ ଠାରେ ସମ୍ବଲପୁର ୟୁନଭରସିଟି ବିରୋଧରେ ଛାତ୍ରଛାତ୍ରୀ କଲେ ବିରୋଧ ପ୍ରଦର୍ଶନ

Bargarh, Bargarh (Baragarh) | Sep 3, 2025
ବରଗଡ଼ ପଂଚାୟତ କଲେଜରେ ସମ୍ବଲପୁର ୟୁନିଭର୍ସିଟି ବିରୋଧରେ ଛାତ୍ରଛାତ୍ରୀଙ୍କ ବିରୋଧ ପ୍ରଦର୍ଶନ | ବୁଧବାର ଅପରାହ୍ନ 2 ଘଣ୍ଟା ସମୟରେ କଲେଜ ପରିସରରେ BCJD ର ବରଗଡ଼ ଜିଲ୍ଲା ସଭାପତି କରନ ସିକନ୍ଦରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ କରିଛନ୍ତି | +3 2nd ସେମିଷ୍ଟାର ପରୀକ୍ଷାରେ କଂପେରେଟିଭ ପୋଲିଟିକାଲ ପେପରରେ 60 ପ୍ରତିଶତ ପ୍ରଶ୍ନ ଆଉଟ ଅଫ କୋର୍ସରୁ ଆସିଥିବା ଅଭିଯୋଗରେ ଓ ପରୀକ୍ଷା ଚାଲିଥିବା ସମୟରେ 1st ସେମିଷ୍ଟାରର ରିଜଲ୍ଟ ବାହାରି ଥିବାରୁ କଲେଜରେ ଛାତ୍ରଛାତ୍ରୀଙ୍କ ବିରୋଧ ପ୍ରଦର୍ଶନ କରାଯାଇଛି ।
Read More News
T & CPrivacy PolicyContact Us