Download Now Banner

This browser does not support the video element.

ଫୁଲବାଣୀ ସହର: ଫିରିଙ୍ଗିଆ କଲ୍ୟାଣ ମଣ୍ଡପ ଠାରେ କଂଗ୍ରେସ ପକ୍ଷରୁ AICC ପ୍ରଭାରୀ ପ୍ରକାଶ ଯୋଷି ପଞ୍ଚାୟତ ସ୍ତରୀୟ କର୍ମୀ ଙ୍କ ସହ ଆଲଚନା କାଯ୍ୟକ୍ରମ

Phulabani Town, Kandhamal | Sep 7, 2025
AICC ପର୍ଯ୍ୟବେଖକ ପ୍ରକାଶ ଯୋଷି, ଜିଲ୍ଲା ପ୍ରଭାରି ପ୍ରଶାନ୍ତ ବିଶ୍ୱୋଇ, ଭୋକିଲା ସେଠି, ଙ୍କ ସହିତ ପୁର୍ବତନ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡ଼ା, ପୁର୍ବତନ ସାଂସଦ ନକୁଲ ନାୟକ, ସାଂସଦ ପ୍ରାର୍ଥୀ ଅମିର ଚାନ୍ଦ ନାୟକ, ପୁର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ପୁର୍ବତନ ଯୁବ କଂଗ୍ରେସ ସଭାପତି ପ୍ରଭାତ ବେହେରା,ପୂର୍ବତନ କାଉନସିଲର ସୂର୍ଯ୍ୟ କାନ୍ତ ଦାସ, ଯୁବ କଂଗ୍ରେସ ସଭାପତି ଚନ୍ଦନ ପଣ୍ଡା, ଗୌର ଚରଣ ବେହେରା, ବଳଦେବ ବେହେରା, ଜିଲ୍ଲା ରଗତ ଚାରିଦିନ ହେଲା ୧୧ଟି ବ୍ଲକ ବୁଲି ଆଜି ପିରିଙ୍ଗିଆ ରେ ପହଞ୍ଚି ଛନ୍ତି ।
Read More News
T & CPrivacy PolicyContact Us