Download Now Banner

This browser does not support the video element.

ଛତ୍ରପୁର: ଆର ବାହାଡାପଲ୍ଲୀରେ ଡବଲ ମର୍ଡର ଘଟଣାରେ ଗାଁ ଲୋକଙ୍କୁ ହତ୍ୟା ଧମକ, ରମ୍ଭା ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

Chhatrapur, Ganjam | Aug 21, 2025
ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଆର. ବାହାଡାପଲ୍ଲୀ ଗାଁରେ ଡବଲ ମର୍ଡର ଘଟଣାରେ ଗାଁ ଲୋକଙ୍କୁ ମିଳୁଛି ହତ୍ୟା ଧମକ ।ଭୟଭୀତ ଗ୍ରାମବାସୀ ଗୁରୁବାର ମଧ୍ୟାହ୍ନରେ ରମ୍ଭା ଥାନାର ଦ୍ୱାରସ୍ଥ ହେବା ସହ ଲିଖିତ ଅଭିଯୋଗ କରିଛନ୍ତି।
Read More News
T & CPrivacy PolicyContact Us