Download Now Banner

This browser does not support the video element.

କୋଟପାଡ: ବୋରିଗୁମ୍ମା ମୁଖ୍ୟ ଛକ ଠାରେ ବୋରିଗୁମ୍ମାକୁ ଏନଏସି ମାନ୍ୟତା ଦାବିରେ ନାଗରିକ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

Kotpad, Koraput | Aug 22, 2025
ବୋରିଗୁମ୍ମା ମୁଖ୍ୟ ଛକ ଠାରେ ବୋରିଗୁମ୍ମା କୁ NAC ମାନ୍ୟତା ଦାବି ନେଇ ଆଜି ବୋରିଗୁମ୍ମା ନାଗରିକ ମଞ୍ଚ ପକ୍ଷରୁ ବୋରିଗୁମ୍ମା କୁ ୧୨ ଘଣ୍ଟିଆ ବନ୍ଦ ଆଜି ସକାଳ ୬ ଘଣ୍ଟା ଠାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଚକ ଅଖ ଦୋକାନ ବଜାର ସରକାରୀ ବେସରକାରୀ ସ୍କୁଲ ଅଫିସ ସମସ୍ତ ଅନୁଷ୍ଠାନ ବନ୍ଦ ରହିଛି।ବୋରିଗୁମ୍ମା ମୁଖ୍ୟ ଛକ ନିକଟରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି।ଜାତୀୟ ରାଜପଥ ୨୬ ଏବଂ ୬୩ ନମ୍ବର ଦୁଇ ପାର୍ଶ୍ଵରେ ଶହ ଶହ ଗାଡ଼ି ମଟର ଅଟକି ରହିଛି ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଛି।
Read More News
T & CPrivacy PolicyContact Us