Download Now Banner

This browser does not support the video element.

ବୋଲଗଡ: ବୋଲଗଡ଼ ବ୍ଲକରେ ପୁନର୍ବାର ବିଡ଼ିଓ ଭାବରେ କାର୍ଯ୍ୟରେ ଯୋଗଦେଲେ ସୁମନ ସୁଧା କୁଣ୍ଡୁ

Bolagad, Khordha | Aug 30, 2025
ବୋଲଗଡ ବ୍ଳକରେ ବିଡିଓ ଭାବରେ ସୁମନ ସୁଧା କୁଣ୍ଡୁ ଶନିବାର କାର୍ଯ୍ୟରେ ଯୋଗଦେଇଛନ୍ତି. ବୋଲଗଡ ବିଜେପି ପକ୍ଷରୁ ଆର୍ତତ୍ରାଣ ପ୍ରଧାନ, ବନ୍ଧୁ ଭୋଳ, ମିଥୁନ ପାଇକରାୟ, ପ୍ରକାଶ କୁମାର ସାହୁ,ଚନ୍ଦ୍ରଭାନୁ ମହାରଥା ଟୁଟୁ ସାମନ୍ତରାୟ ପ୍ରମୁଖ ବହୁ କର୍ମୀ ବିଡ଼ିଓଙ୍କୁ ସ୍ୱାଗତ କରିଥିଲେ. ବ୍ଲକ କର୍ମଚାରୀ ଏବିଡ଼ିଓ ରତିକାନ୍ତ ମିଶ୍ର ବରିଷ୍ଠ ରାଜସ୍ବ ସହାୟକ ଆଲୋକ କୁମାର ଜେନା ଏପିଓ ରୁବି ଡାକୁଆ ପ୍ରମୁଖ ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ. ପ୍ରକାଶ ଥାଉକି ବିଡିଓ ପୂର୍ବରୁ ଏଠାରେ ବିଡିଓ ରୂପେ କାର୍ଯ୍ୟ କରୁଥିଲେ।
Read More News
T & CPrivacy PolicyContact Us