This browser does not support the video element.
ସୋନପୁର: ନିମ୍ନା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସାପ କାମୁଡା ଜନିତ ମୃତ୍ୟୁ ହ୍ରାସ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଅତିରିକ୍ତ ତହସିଲଦାର
Sonapur, Subarnapur (Sonepur) | Aug 22, 2025
ଉଲୁଣ୍ଡା ଥାନା ଅନ୍ତର୍ଗତ ନିମ୍ନା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଅପରାହ୍ନ ପ୍ରାୟ 3ଟା ପର୍ଯ୍ୟନ୍ତ ସାପ କାମୁଡା ଜନିତ ମୃତ୍ୟୁ ହ୍ରାସ ନିମିତ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିପର୍ଯ୍ୟାୟ ପରିଚାଳନା ସୁବର୍ଣ୍ଣପୁର ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଭିବନେଶ୍ୱର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ତହସିଲଦାର ସୋମନାଥ ବେହେରା, ସରପଞ୍ଚ ସୂର୍ୟକାନ୍ତି ପାଣ୍ଡେ ଏବଂ ଡାକ୍ତର ମନୋରଞ୍ଜନ ପଣ୍ଡା ଯୋଗଦେଇ ସାପ କାମୁଡ଼ିଲେ ଗୁଣି ଗାରେଡି ନକରି ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍