Download Now Banner

This browser does not support the video element.

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଂଜନଗର ସହରର ସେଶ ଭାଗରେ ଥିବା ବୃହତ୍ତ ଜଳଭଣ୍ଡାରର ଚାରୋଟି ଗେଟକୁ ଖୋଲାଯାଇଛି ।

Bhanjanagar, Ganjam | Sep 27, 2025
ଗଂଜାମ ଜିଲ୍ଲା ଭଂଜନଗର ସହରର ସେଶ ଭାଗରେ ଥିବା ବୃହତ୍ତ ଜଳଭଣ୍ଡାରର ଚାରୋଟି ଗେଟକୁ ଖୋଲାଯାଇଛି । ଏ ନେଇ ବିଭାଗ ପକ୍ଷରୁ ଅ।ଜି ଦିନ 10 ଘଣ୍ଟ ସମୟରେ ସୂଚନା ପ୍ରଦାନ କରାଯାଇଥିବା ବେଳେ ଉପର ମୁଣ୍ଡ ଓ ଭଂଜନଗର ଅଂଚଳରେ ପ୍ରବଳ ବର୍ଷା ହେବା କାରଣରୁ ଏହି ଗେଟ ଖୋଲାଯାଇଥିବା ଜଣାପଡିଛି । ତେବେ ଚଳିତ ବର୍ଷ ଭଲ ବର୍ଷା ହୋଇଥିବା ହେତୁ ଗେଟ ଖୋଲାଯାଇଥିବା ବେଳେ ବହୁ ବର୍ଷ ହେବ ବର୍ଷା ଅଭାବ କାରଣରୁ ଜଳ ଭଣ୍ଡାର ଖାଲି ପଡୁଥିଲା ଗେଟ ମଧ୍ୟ କେବେ ଖୋଲା ଯାଉନଥିଲା । ଚଳିତ ବର୍ଷ ଖୋଲା ଯାଇଥିବା ଜଣାପଡିଛି ।
Read More News
T & CPrivacy PolicyContact Us