This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର-୬ କମ୍ୟୁନିଟି ସେଣ୍ଟରରେ ଆର୍ଆର୍ଆର୍ସି ପକ୍ଷରୁ ଦିବ୍ୟାଙ୍ଗକୁ ସହାୟକ ଉପକରଣ ବଣ୍ଟନ
Raurkela M, Sundargarh | Aug 31, 2024
ସେକ୍ଟର-୬ କମ୍ୟୁନିଟି ସେଣ୍ଟରରେ ଆର୍ଆର୍ଆର୍ସି ପକ୍ଷରୁ ଦିବ୍ୟାଙ୍ଗକୁ ସହାୟକ ଉପକରଣ ବଣ୍ଟନ ସମାଜ କଲ୍ୟାଣ ଅନୁଷ୍ଠାନ ଆଞ୍ଚଳିକ ପୁର୍ନବାସ ଓ ଗବେଷଣା କେନ୍ଦ୍ର (ଆର୍ଆର୍ଆର୍ସି) ପକ୍ଷରୁ ଦିବ୍ୟାଙ୍କମାନଙ୍କ ପାଥଁ ଏହା ସହାୟକ ଉପକରଣ ବଣ୍ଟନ ସେକ୍ଟର-୬ ସ୍ଥିତ କମ୍ୟୁନିଟି ସେଣ୍ଟରରେ ଶନିବାର ଦିନ ୧୧.୩୦ ସମୟରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ରାମ ଚନ୍ଦ୍ର ବେହେରାଙ୍କ ପୌରହିତରେ ଆୟୋଜିତ ଶିବିରରେ ପାନପୋଷ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମୁଖ୍ୟ ଅତିଥି ଭାବେ ମିନୁ ତାଣ୍ଡିଆ ଯୋଗଦେଇଥିଲେ। ସେ୫ ତାଙ୍କ ବକ୍ତବ୍ୟରେ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଉଥିବ