Download Now Banner

This browser does not support the video element.

ସୁକିନ୍ଦା: ଆମଗାଁ ବିକାଶ ମଞ୍ଚ ପକ୍ଷରୁ ହାତୀବାରି ଗ୍ରାମରେ ପଞ୍ଚାୟତ ସ୍ତରୀୟ ପ୍ରତିଭା ସମ୍ମାନ ସମାରହୋ

Sukinda, Jajpur | Sep 5, 2025
ପବିତ୍ର ଗୁରୁ ଦିବସ ଅବସରରେ ହାତୀବାରି ସ୍ଥିତ "ଆମଗାଁ ବିକାଶ ମଞ୍ଚ"ର ବାର୍ଷିକ ଉତ୍ସବ ଅବସରରେ ହାତୀବାରି ଗ୍ରାମରେ ଶୁକ୍ରବାର ଅପରାହ୍ନ 3 ଘଟିକା ସମୟରେ ଏକ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଂଶୀଧର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏହି ପଞ୍ଚାୟତର ଅନେକ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ ସଂଗଠନ ପକ୍ଷରୁ ସମ୍ମାନିତ କରାଯାଇଥିଲା ।
Read More News
T & CPrivacy PolicyContact Us