Download Now Banner

This browser does not support the video element.

ବଲାଙ୍ଗୀର: ଦେଓଗାଁ: ରାଏପାଲିକୁ ପଞ୍ଚାୟତ ମାନ୍ୟତା ଦାବି, ବିଡ଼ିଓ ଓ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରି ରଖିଲେ ପ୍ରତିକ୍ରିୟା

Balangir, Balangir | Sep 9, 2025
ବଲାଙ୍ଗୀର ଦେଓଗାଁ ବ୍ଲକର ଗାଇବାହାଲ ପଞ୍ଚାୟତର ରାଏପାଲି ଗାଁକୁ ନୂତନ ପଞ୍ଚାୟତ ମାନ୍ୟତା ଦେବାକୁ ଦାବି ଉଠିଛି। ଏହି ଦାବିକୁ ନେଇ ରାଏପାଲି ସହିତ ୬ଟି ଗାଁର ଲୋକେ ବିଡ଼ିଓ ଓ ତହସିଲଦାରଙ୍କୁ ଆଜି ଅପରାହ୍ନ ୧ଟା ସମୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଦୀର୍ଘ ଚାରି ଦଶନ୍ଧିରୁ ଉଡାର ଓ ଗାଇବାହାଲ ପଞ୍ଚାୟତର ବଣଜଙ୍ଗଲ ଘେରା ୬ଟି ଗାଁ– ରାଏପାଲି, ରତନପୁର, ଘୁଚିପାଲି, ଲୁହୁରେନପାଲି, ପଦ୍ମପୁର ଓ ବ୍ରାହ୍ମଣୀପାଲି ରହିଛି। ଦୂରତା ୧୨ରୁ ୨୫ କିଲୋମିଟର ହୋଇଥିବାରୁ ଲୋକମାନେ ପ୍ରତିମାସର ଭତ୍ତା ଓ ଚାଉଳ ନେବାକୁ ବହୁ କଷ୍ଟ ଭୋଗୁଛନ୍ତି, ବିକାଶ କାର୍ଯ୍ୟ ମଧ୍ୟ ବାଧାଗ୍ରସ୍ତ। ଯଦି ରାଏପାଲିକୁ
Read More News
T & CPrivacy PolicyContact Us