This browser does not support the video element.
ପଦ୍ମପୁର: ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୈତାଳିରେ ସ୍ୱାଗତ ସମ୍ବର୍ଦ୍ଧନା, ଯୋଗଦେଲେ ସୀ.ଆର.ସି.ସି ଦିବସ କୁମାର ସାହୁ
Padmapur, Bargarh (Baragarh) | Sep 24, 2025
ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ବୈତାଳି କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୈତାଳିରେ ରାଜ୍ୟ ସ୍ତରୀୟ ତିରନ୍ଦାଜୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଦୁଇ ଛାତ୍ର ପୀୟୂଷ ଏବଂ ମହେନ୍ଦ୍ର ଙ୍କୁ ଆଜି ସକାଳ 10ଟା 30 ମିନିଟ ସମୟ ପାଖା ପାଖି ରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଏଥିରେ ବୈତାଳି କ୍ଲଷ୍ଟର ସିଆରସିସି ଦିବସ କୁମାର ସାହୁ, ବୈତାଳି ସ୍କୁଲର ପ୍ରଧାନ ଶିକ୍ଷକ ଜଗନ୍ନାଥ ପଧାନ, ସହକାରୀ ଶିକ୍ଷୟିତ୍ରୀ ସୁଜାତା ସାହୁ, ସବିତା ଧରୁଆ ଏବଂ ସଂକ୍ରି ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶର୍ମିଷ୍ଠା ସ୍ୱାଇଁ ଉପସ୍ଥିତ ଥିଲେ।ଝାରବନ୍ଧ ଇତିହାସରେ ପ୍ରଥମ ଥର ପାଇଁ