Download Now Banner

This browser does not support the video element.

ନର୍ଲା: ନର୍ଲା ସ୍ଥିତ ସରକାରୀ ୟୁପି ସ୍କୁଲ୍ ଠାରୁ ଚାଉଳ ଚୋରି ଘଟଣା ଆଜି ଥାନାରେ ଅଭିଯୋଗ

Narala, Kalahandi | Sep 1, 2025
ସୂଚନା ଯୋଗ୍ୟ ନର୍ଲା ଥାନା ନିକଟରେ ଥିବା ସରକାରୀ ୟୁପି ସ୍କୁଲ୍ ଠାରୁ ଗତ କାଲି ରାତିରେ କେହି ଅଜଣା ଦୁର୍ବୃତ୍ତ ଚୋର ମାନେ ଆସି ଗଚ୍ଛିତ ଥିବା 3,5 କ୍ଵିଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ମଧ୍ୟରୁ ପ୍ରାୟ ଦୁଇ କ୍ଵିଣ୍ଟାଲ ଚାଉଳ ଚୋରି କରି ନେଉଥିଲେ ଘଟଣା କୁ ନେଇ ଆଜି ସୋମବାର ଦିନ ପୂର୍ବାହ୍ନ ଏଗାର ଘଣ୍ଟା ସମୟରେ ଥାନରେ ଅଭିଯୋଗ କରିଛନ୍ତି ସ୍କୁଲ୍ ର ପ୍ରଧାନ ଶିକ୍ଷକ
Read More News
T & CPrivacy PolicyContact Us