Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ରେ ଭାରତୀୟ ଜନତା ପାର୍ଟି ତରଫରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ

Bhadrak Rural, Bhadrak | Sep 1, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୁରୁଣା ବସଷ୍ଟାଣ୍ଡ ନିକଟରେ ଚାନ୍ଦବାଲି ଭାରତୀୟ ଜନତା ପାର୍ଟି ତରଫରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଅଶାଳୀନ ବ୍ୟବହାର କୁ ବିରୋଧକରି ପୁରୁଣା ବସଷ୍ଟାଣ୍ଡ ନିକଟରେ କୁଶପୁତ୍ତଳିକା ଦାହ କରିଥିବା ଦେଖିବାକୁ ମିଳିଛି। ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ।ଆଜି ସଂଧ୍ୟା ୫ ଘଟିକା ସମୟରେ ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us