This browser does not support the video element.
ଦେବଗଡ: ଜିଲ୍ଲା ଗାଁ ସାଥି ସଙ୍ଘ ପକ୍ଷରୁ ୮ ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଓ ଦାବିପତ୍ର ପ୍ରଦାନ
Debagarh, Debagarh (Deogarh) | Sep 26, 2025
ଗ୍ରାମାଂଚଳରେ କାମ କରୁଥିବା ଗାଁସାଥୀ ତଥା ମେଟ୍ ମାନଙ୍କର ବିଭିନ୍ନ ସମସ୍ୟା ସମ୍ବଳିତ ୮ ଦଫା ଦାବୀରେ ଆଜି ଓଡିଶା ପ୍ରଦେଶ ଗାଁସାଥୀ ସଂଘ ମିଳିତ କ୍ରୀୟାନୁଷ୍ଠାନ କମିଟୀ, ଦେବଗଡ ଜିଲା ଶାଖା ପକ୍ଷରୁ ଆଜି ଦିନ ୧୨ ଟାରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଓଡିଶା ପ୍ରଦେଶ ଗାଁସାଥୀ ସଂଘ ମିଳିତ କ୍ରୀୟାନୁଷ୍ଠାନ କମିଟୀ, ଦେବଗଡ ଜିଲ୍ଲା ସଂଯୋଜକ ଯୁଗଳ କିଶୋର ନାୟକଙ୍କ ନେତୃତ୍ୱରେ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଉକ୍ତ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।