This browser does not support the video element.
ଧର୍ମଶାଳା: ବ୍ରହ୍ମବରଦା ଠାରେ ସ୍ୱଚ୍ଛ ଭାରତ ଅଭିଯାନ ପ୍ରକୋଷ୍ଠ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
Dharmasala, Jajpur | Nov 25, 2024
ଯାଜପୁରରେ ମା’ ବିରଜାଙ୍କ ପ୍ରକଳ୍ପ,ହାଟ ଓ ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ ଘଟଣାରେ କ୍ରାଇମ୍ବ୍ରଂଚ ଆଜି ତଦନ୍ତ ଆରମ୍ଭ କରିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଯାଜପୁର ସ୍ୱଚ୍ଛ ଭାରତ ଅଭିଯାନ ପ୍ରକୋଷ୍ଠ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାଗତ କରାଯିବା ସହିତ ଘଟଣାକୁ ଦୃଢ ନିନ୍ଦା କରାଯିବା ସହିତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।