Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋବାଇଲ ଚୋର ଗିରଫ,ଚୋରି ମୋବାଇଲ ଜବତ

Baleshwar M, Balasore | Sep 7, 2025
ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋବାଇଲ ଚୋରି ଅଭିଯୋଗରେ ଗିରଫ ଯୁବକଙ୍କୁ ଆଜି ଅପରାହ୍ନ ୪ ଟାରେ କୋର୍ଟ ଚାଲାଣ କରାଯାଇଛି।ଗିରଫ ମୋବାଇଲ ଚୋର ହେଲେ ସହଦେବ ଖୁଣ୍ଟା ଥାନା ଅଡର ବଜାର ଅଞ୍ଚଳର ସଫିକ ଖାନ। ସଫିକ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ୱାର୍ଡର ଜଣେ ରୋଗୀର ମୋବାଇଲ ଫୋନ କୁ ଚୋରି କରି ପଳାଇ ଯାଉଥିବା ବେଳେ ଚିକିତ୍ସାଳୟ ର ସିକ୍ୟୁରିଟି ଚୋର କୁ ଧରି ଚିକିତ୍ସାଳୟ ପରିସର ରେ ଥିବା ଫାଣ୍ଡି କୁ ହସ୍ତାନ୍ତର କରିଥିଲେ।ପୋଲିସ ତା ନିକଟରୁ ଚୋରି କରିଥିବା ମୋବାଇଲ କୁ ଜବତ କରିଥିଲେ। ଏ ସଂପର୍କରେ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇ କୋର୍ଟ ଚାଲାଣ କରାଯାଇଛି।
Read More News
T & CPrivacy PolicyContact Us