This browser does not support the video element.
ରାୟଗଡା: ରାୟଗଡ଼ାର ଲେଡୀସ କ୍ଲବ ଦ୍ୱାରା ପ୍ରାଥମିକ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
Rayagada, Rayagada | Sep 1, 2025
ଲେଡୀସ କ୍ଲବ, ରାୟଗଡା' ଆନୁକୂଲ୍ୟରେ ଆଜି ଲଏନ୍ସ କ୍ଲବ ପରିସରରେ ପ୍ରାଥମିକ ଚିକିଛା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହୃଦଘାତର ଆଶୁ ଚିକିଛା ଏବଂ ଗୃହିଣୀ ମାନଙ୍କ ପାଇଁ ଘରେ ଘଟୁଥିବା ଦୁର୍ଘଟଣାର ପ୍ରାଥମିକ ଚିକିଛା ଜାଣିବା ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ୍ୟ ବୋଲି ସଦସ୍ୟା ମାନେ ମତ ବ୍ୟକ୍ତ କରିଛନ୍ତି। ଉକ୍ତ ତାଲିମ କାର୍ଯ୍ୟକ୍ରମ ପ୍ରାଥମିକ ଚିକିଛା ପ୍ରଶିକ୍ଷକ, ସମାଜ ସେବୀ ତଥା ବିଶିଷ୍ଟ ଡାକ୍ତର ଲଷ୍ମୀ ନାରାୟଣ ସାହୁ ହୃଦରୋଗ ର କାରଣ ଓ ତୁରନ୍ତ ସି. ପି. ଆର . ଦେବାର କୌଶଳ ଶିକ୍ଷା ଦେଇଥିଲେ।