This browser does not support the video element.
ଓରିଏଣ୍ଟ: ମଣ୍ଡଲିଆ ଏମସିଏଲ କଲ୍ୟାଣ ମଣ୍ଡପରେ ୧୭ ବର୍ଷରୁ କମ ରାଜ୍ୟ ସ୍ତରୀୟ ଓପନ ଚେସ ପ୍ରତିଯୋଗିତା ରବିବାର ଦ୍ଵିତୀୟ ଦିବସ ପ୍ରତିଯୋଗିତା ଅନୁଷ୍ଠିତ
Orient, Jharsuguda | Aug 31, 2025
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ମଣ୍ଡଲିଆ ସ୍ଥିତ ଏମ ସି ଏଲ ର କଲ୍ୟାଣ ମଣ୍ଡପ ରେ ୧୭ ବର୍ଷରୁ କମ ରାଜ୍ୟ ସ୍ତରୀୟ ଓପନ ଚେସ ପ୍ରତିଯୋଗିତା ରବିବାର ଦ୍ଵିତୀୟ ଦିବସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରବିବାର ସକାଳ ଏଗାରଟା ସମୟରେ ଖେଳ ଆରମ୍ଭ ପୂର୍ବରୁ ଏକ ସଭା ର ଆୟୋଜନ କରାଯାଇଥିଲା। ଆୟୋଜିତ ସଭାରେ ଝାରସୁଗୁଡା ଜିଲ୍ଲା ବଜରଙ୍ଗ ଦଳର ସଂଯୋଜକ ଅକ୍ଷୟ କୁମ୍ଭାର ଯୋଗ ଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟ ରେ ଝାରସୁଗୁଡା ଜିଲ୍ଲା ଚେସ ଏସୋସିଏସନ ର ସଭାପତି କିଶୋର କୁମାର ମହାନ୍ତି, ସାଧାରଣ ସମ୍ପାଦିକା ପଦ୍ମିନୀ ସିଂ, ରାଜ୍ୟ ଚେସ ଏସୋସିଏସନ ର ଉପ ସଭାପତି ଭବେଶ କୁମାର ମହାନ୍ତି