Download Now Banner

This browser does not support the video element.

ରେଢାଖୋଲ: ଗୁଡିଆପାଲ ଗ୍ରାମ୍ୟ ଜଙ୍ଗଲର ମାଳତି ଜୋର ର ଖଳଖଳିଆ ପାଣିରେ ଗାଧୋଉଛି ହାତୀ ଛୁଆ , ଜଗି ରହିଛନ୍ତି ଦୁଇ ହାତୀ

Rairakhol, Sambalpur | Oct 5, 2025
ଗୁଡିଆପାଲ ଗ୍ରାମ୍ୟ ଜଙ୍ଗଲର ମାଳତି ଜୋର ର ଖଳଖଳିଆ ପାଣିରେ ଗାଧୋଉଛି ହାତୀ ଛୁଆ , ଜଗି ରହିଛନ୍ତି ଦୁଇ ହାତୀ ସମ୍ବଲପୁର ସଦର ବନଖଣ୍ଡ ପଡ଼ିଆ ବାହାଲ‌ ରେଞ୍ଜ ଡଙ୍ଗରପଡା ଗ୍ରାମ ପଞ୍ଚାୟତ ର ଗୁଡିଆପାଲ ଗ୍ରାମ୍ୟ ଜଙ୍ଗଲର ମାଳତି ଜୋର ର ଖଳ‌ଖଳିଆ ପାଣିରେ ରବିବାର ସକାଳେ ଏକ ଛୁଆ ହାତୀ ଗାଧୋଉଛି । ଏହି ସୁନ୍ଦର ଦୃଶ୍ୟଟି ଆଜି ସୋସିଆଲ ମିଡ଼ିଆରେ ଖୁବ ଜୋରରେ ଭାଇରାଲ ହୋଇଛି । ହାତୀ ଛୁଆ ଗାଧୋଉଥିବା ବେଳେ ପାଖରେ ଦୁଇ ଟି ହାତୀ ଜଗି ରହିଛନ୍ତି । ବନ ବିଭାଗର ପେଟ୍ରୋଲଂ ଟିମ୍ ହାତୀ ପଲଙ୍କୁ ନିରିକ୍ଷଣ କରୁଥିବା ସମୟରେ ଏହି ମନଲୋଭା ଦୃଶ୍ୟ କୁ ମୋବାଇଲ ରେ ଉତୋଳନ କରିଥିଲେ ।
Read More News
T & CPrivacy PolicyContact Us