Download Now Banner

This browser does not support the video element.

ଅତାବିରା: ଲଚିଦା ଗ୍ରାମରେ ଆମଆଦମୀ ପାର୍ଟି ତରଫରୁ ଜନସମ୍ପର୍କ କାର୍ଯ୍ୟକ୍ରମ

Attabira, Bargarh (Baragarh) | Sep 12, 2025
ଅତାବିରା ବ୍ଲକ ଅଧିନ ଲଚିଦା ଗ୍ରାମରେ ଆମ ଆଦମୀ ପାର୍ଟି ତରଫରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟିର ରାଜ୍ୟ ସମ୍ପାଦକ ଭବାନୀ ସାହୁ,ଜିଲା ସଭାପତି ଯଦୁମଣି ପ୍ରଧାନ,ନିର୍ବାଚନ ମଣ୍ଡଲୀ ସଂଯୋଜକ ଜୟକ୍ରିଷ୍ନି ଛୁରିଆ,ଗୌତମ ମହାନନ୍ଦ,ଗଜିନ୍ଦ୍ର ବାଗ,ସୂର୍ଯ୍ୟ ଭୋଇ,ପ୍ରଦୀପ ବିଶ୍ବାଲ ପ୍ରମୁଖ ଯୋଗଦେଇଥିଲେ |
Read More News
T & CPrivacy PolicyContact Us