Download Now Banner

This browser does not support the video element.

ବଲାଙ୍ଗୀର: ଆପ ପାର୍ଟି ତରଫରୁ ସ୍କୁଲ ବଚାଓ ଅଭିଯାନକୂ ନେଇ ଦେଓଗାଁ ଠାରେ ଆପ ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ପ୍ରତିକ୍ରିୟା

Balangir, Balangir | Aug 7, 2025
ଆମ ଆଦମୀ ପାରଟି ତରଫ ରୁ ସାରାଦେଶରେ ସ୍କୁଲ ବଚାଓ ଅଭିଯାନ ଚାଲିଛି ସେହିପରି ଆପ ବଲାଙ୍ଗୀର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶ୍ରୀ ଆଶିଷ ପାଣ୍ଡେ ଙ୍କ ନେତୃତ୍ୱ ରେ ବଲାଙ୍ଗୀର ଜିଲ୍ଲା ରେ ମଧ୍ୟ 14 ଟି ବ୍ଲକ ରେ ଆପ ବଲାଙ୍ଗୀର ର 14 ଟି ଟିମ ସ୍କୁଲ ବଚାଓ ଅଭିଯାନରେ ସାମିଲ ହୋଇ ଜିଲ୍ଲା ର ପ୍ରତ୍ୟୋକ ସରକାରୀ ସ୍କୁଲ ପରିଦର୍ଶନ କରୁଛନ୍ତି ।
Read More News
T & CPrivacy PolicyContact Us