This browser does not support the video element.
କଟକ ପୌରାଞ୍ଚଳ: ଗଣ୍ଡଗୋଳ ଘଟଣାରେ ଚୌଦ୍ୱାର ପୁଲିସ ଗୁରୁବାର ଉଭୟ ପକ୍ଷର ଦୁଇ ଜଣଙ୍କୁ ଗିରଫ କରିଛି।
Cuttack M Corp PS, Cuttack | Sep 11, 2025
ଗଣ୍ଡଗୋଳ ଘଟଣାରେ ଚୌଦ୍ୱାର ପୁଲିସ ଗୁରୁବାର ସନ୍ଧ୍ୟା ୬ଟାରେ ଉଭୟ ପକ୍ଷର ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଓ ଆହତଦ୍ୱୟ ହେଲେ ଚୌଦ୍ୱାର ସୁଲତାନ ନଗରର ସେକ ସଫିକ(୧୯) ଓ ମହାଜନ ସାହିର ସୁଦର୍ଶନ ଲେଙ୍କା(୩୩)। ଗଣ୍ଡଗୋଳ ସମୟରେ ଭଙ୍ଗାରୁଜା ହୋଇଥିବା କାର ସହ ବ୍ୟବହୃତ ହୋଇଥିବା ୨ ଟି କ୍ରିକେଟ ବ୍ୟାଟକୁ ପୁଲିସ ଜବତ କରିଛି।