Download Now Banner

This browser does not support the video element.

ଜି ଉଦୟଗିରି: ଚକାପାଦ ପୋଲିସ ଜଣେ ଗଂଜେଇ ମାଫିଆ କୁଟିକାବାଲି ରୋଡ଼ ରୁ ଧରିବା ସହ ଗଂଜେଇ ସହ ବାଜାଜ ଜବତ, ମାମଲା ରୁଜୁ କରି କୋର୍ଟ ଚାଲାଣ

G Udayagiri, Kandhamal | Sep 13, 2025
ଚକାପାଦ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଜଣେ ଗଂଜେଇ ମାଫିଆ କୁ ଧରିବା ସହ 9.600 ଗ୍ରାମ ଗଂଜେଇ ଓ ଏକ ବାଜାଜ ପଲସର ଗାଡି କୁ ଜବତ କରିଅଛି. ବ୍ୟକ୍ତି ଙ୍କ ନାମ ବାବୁନା ବିଷୋୟୀ, ଘର କେଳାପଡା ବୋଲି ଜଣା ପଡ଼ିଅଛି. ସେ ଟୀକାବାଲି ପଟୁ ବଦାଙ୍ଗି ଅଭିମୁଖେ ଯାଉଥିଲା.ଏ ନେଇ ପୋଲିସ ଗିରଫ କରି 93/2025 ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବାର ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି.
Read More News
T & CPrivacy PolicyContact Us