Download Now Banner

This browser does not support the video element.

କଟକ ପୌରାଞ୍ଚଳ: କଟକ ମହାନଗର ନିଗମ ଆୟୁକ୍ତ  କୀରଣଦୀପ କୌର ସାହୋତା ଗୁରୁବାର କଟକ ପ୍ରେସ କ୍ଲବ ପରିଦର୍ଶନ କରି ସମୀକ୍ଷା କରିଛନ୍ତି।

Cuttack M Corp PS, Cuttack | Sep 4, 2025
କଟକ ମହାନଗର ନିଗମ (ସିଏମସି)ର ଆୟୁକ୍ତ  କୀରଣଦୀପ କୌର ସାହୋତା ଗୁରୁବାର ଦିନ ୫ଟାରେ କଟକ ପ୍ରେସ କ୍ଲବ ପରିଦର୍ଶନ କରିଛନ୍ତି। ରାଜ୍ୟର ସର୍ବ ପୁରାତନ ଏହି ପ୍ରେସକ୍ଲବର ଅବଶିଷ୍ଟ ଆବଶ୍ୟକତା ତୁରନ୍ତ ପୂରଣ କରିବା ଲାଗି ପ୍ରେସ କ୍ଲବ ପକ୍ଷରୁ ଦାବି କରାଯାଇଥିଲା। ସାମ୍ବାଦିକ ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଲୋକ କୁମାର ନାୟକ କ୍ଲବର ଇତିହାସ ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ସଂକ୍ରାନ୍ତରେ ଅବଗତ କରାଇଥିଲେ।
Read More News
T & CPrivacy PolicyContact Us