This browser does not support the video element.
ବସ୍ତା: ୩ମାସ କାମ କରାଇ ଛଟେଇକୁ ବିରୋଧ କରି ଗୁଣ୍ଡୁରୀମରା ପଦ୍ମାବତୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ
ତାଲା ପକାଇ ରୋଷେଇ ବନ୍ଦକଲେ ରୋଷେୟାଙ୍କ ସମେତ
Basta, Balasore | Sep 2, 2025
୩ ମାସ କାମ କରାଇ ଛଟେଇକୁ ଆଜି ବିରୋଧ କରି ଗୁଣ୍ଡୁରୀମରା ପଦ୍ମାବତୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ରୋଷେଇ ବନ୍ଦ କଲେ ରୋଷେୟା ଓ ଗ୍ରାମବାସୀ lବସ୍ତା ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ଗୁଣ୍ଡୁରୀମରା ପଦ୍ମାବତୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କିଛି ଦିନ ପୂର୍ବେ ଜଣେ ରୋଷେୟାଙ୍କ ଶରୀର ଅସୁସ୍ଥ ହେବାରୁ ସେ ପ୍ରଧାନ ଶିକ୍ଷକ ଲଷ୍ମୀଧର ସିଂ ଙ୍କ ନିକଟରେ କାର୍ଯ୍ୟ କରିପାରିବେନି ବୋଲି କହିଥିଲେ l ଉକ୍ତ ଦିନ ଠାରୁ କାର୍ଯ୍ୟ ବନ୍ଦ କରିଥିଲେ ରୋଷେୟା ଜଣଙ୍କ l ତେବେ ରୋଷେୟା ଜଣଙ୍କ ବନ୍ଦ କରିବାରୁ ମଧ୍ୟାହ୍ନ ଭୋଜନ ବାଧା ଉପୁଜିଥିଲା l