Download Now Banner

This browser does not support the video element.

ପାଲଲହଡା: ଖମାର ଠାରେ କଂଗ୍ରେସର ଜିଲ୍ଲା ସଭାପତି ଚୟନ ମତାମତ କାର୍ଯ୍ୟକ୍ରମ ଅନୁଷ୍ଠିତ

Palalahada, Angul | Sep 8, 2025
ଆଜି ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମରେ କଂଗ୍ରେସ ଅନୁଗୁଳ ଜିଲ୍ଲା ସଭାପତି ଚୟନ କାର୍ଯ୍ୟକ୍ରମ ପାଲଲହଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖମାର ଡାକବଙ୍ଗଳା ଠାରେ ସୋମବାର ସକାଳ ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା।ପାଲଲହଡ଼ା ବ୍ଲକ ଓ କଣିହାଁ ବ୍ଲକର ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଜିଲ୍ଲା ସଭାପତି ଚୟନ ନେଇ ଏଆଇସିସି ପର୍ଯ୍ୟବେକ୍ଷକ ଡିକେ ସୁରେଶ ଓ ପିସିସି ପର୍ଯ୍ୟବେକ୍ଷକ ମହମ୍ମଦ ମୋକିମ ଙ୍କୁ ଭେଟି ନିଜ ନିଜର ମତ ରଖିଥିଲେ।
Read More News
T & CPrivacy PolicyContact Us