This browser does not support the video element.
ବଲାଙ୍ଗୀର: କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ସାଇବର ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ
Balangir, Balangir | Sep 11, 2025
ବଲାଙ୍ଗୀରରେ କେନ୍ଦ୍ରିୟ ବିଦ୍ୟାଳୟରେ ସାଇବର ପୋଲିସ ଓ ଡିଏଲଏସଏ, ବଲାଙ୍ଗୀର ସଂଯୁକ୍ତ ଭାବରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସାଇବର ସୁରକ୍ଷା, ଡିଜିଟାଲ ଲିଟରେସି ଓ ସାଇବର ଅପରାଧର କାନୁନୀ ପରିଣାମ ସମ୍ପର୍କରେ ଶିଖିବାର ସୁଯୋଗ ପାଇଛନ୍ତି। କାର୍ଯ୍ୟକ୍ରମର ମାଧ୍ୟମରେ ସାଇବର ବିଷୟରେ ସଚେତନତା ବୃଦ୍ଧି ପାଇଁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଟିପ୍ସ ଓ ମାର୍ଗଦର୍ଶନ ଦିଆଯାଇଛି। ଏହି ପ୍ରୟାସ ସଂପୂର୍ଣ୍ଣ ଯୁବ ପିଢିକୁ ସାଇବର ଜଗତରେ ସୁରକ୍ଷିତ ଓ ସଚେତନ ରହିବା ପାଇଁ ପ୍ରେରିତ କରିଛି।