This browser does not support the video element.
ବଲାଙ୍ଗୀର: ପୁରୁଣା ରାଜବାଟିରେ ଦୁର୍ଗାପୂଜା ପ୍ରସ୍ତୁତି, ୫୪ ବର୍ଷର ଐତିହ୍ୟକୁ ଆଗେଇ ନେବ କମିଟି
Balangir, Balangir | Sep 2, 2025
ଆଜି ରାତି 7ଟା ସମୟରେ ବଲାଙ୍ଗୀର ପୁରୁଣା ରାଜବାଟି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଏଥର 54ତମ ବର୍ଷରେ ପ୍ରବେଶ କରୁଥିବା ଏହି ପୂଜାକୁ ପଡ଼ାବାସୀ ଓ ବରିଷ୍ଠ ସଦସ୍ୟଙ୍କ ସ୍ୱଇଛାମୂଳକ ଆର୍ଥିକ ଓ ଅନ୍ୟାନ୍ୟ ସହଯୋଗରେ ଆୟୋଜନ କରାଯିବ। ପୂଜାର କର୍ତ୍ତା ଭାବେ ତେଜରାଜ ସାମନ୍ତ ଓ ପତ୍ନୀ ପ୍ରିୟଙ୍କା ସିଂ ରହିବେ। ସବୁ ଦିନ ଅନ୍ନପ୍ରସାଦ ବଣ୍ଟନ ସହିତ ପୂଜା ସାମଗ୍ରୀର ଖର୍ଚ୍ଚ ପଡ଼ାର ବରିଷ୍ଠ ସଦସ୍ୟମାନେ ବହନ କରିବେ। ବୈଠକରେ ନୂଆ କମିଟି ଗଠିତ ହୋଇଥିବା ବେଳେ ଉପେନ୍ଦ୍ର ସିଂହ ଦେଓ ସଭାପତି, ରଣରାଜ ସିଂହ ଦେଓ ଉପସଭାପତି, ଧ୍ରୁବ ସିଂହ ଦେଓ ସମ୍ପାଦକ ଓ ବ୍ରଜଗୋପାଳ ସିଂହ,