Download Now Banner

This browser does not support the video element.

ଧର୍ମଶାଳା: କାଳିଆପାଣି ଅଞ୍ଚଳର ନାବାଳିକା ମଧ୍ୟପ୍ରଦେଶରୁ ଉଦ୍ଧାର ହେବା ଘଟଣାରେ, ସମ୍ପୃକ୍ତ ଯୁବତୀ ଗିରଫ

Dharmasala, Jajpur | Aug 24, 2025
କାଳିଆପାଣି ଅଞ୍ଚଳର ନାବାଳିକା ମଧ୍ୟପ୍ରଦେଶରୁ ଉଦ୍ଧାର ହେବା ଘଟଣା। ଆଜି ଅନ୍ୟ ଜଣେ ଅଭିଯୁକ୍ତ ଯୁବତୀକୁ ଗିରଫ କରି ରବିବାର ସନ୍ଧ୍ୟା 6 ଘଟିକା ସମୟରେ କୋର୍ଟ ଚାଲାଣ କଲା ପୋଲିସ । ଅଭିଯୁକ୍ତ ଜଣେ ଯୁବତୀ ହୋଇଥିବା ବେଳେ ସେ ସୁକିନ୍ଦା ସଂସାଇଲୋ ଗ୍ରାମର ପାତ୍ରମରା ଗ୍ରାମର ପାର୍ବତୀ ପାତ୍ର ବୋଲି ଜଣାପଡିଛି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
Read More News
T & CPrivacy PolicyContact Us