Download Now Banner

This browser does not support the video element.

ଛତ୍ରପୁର: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ କମିଟି ବୈଠକ

Chhatrapur, Ganjam | Nov 5, 2024
ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦିନ ୧୨ ଘଣ୍ଟା ସମୟରେ ଜିଲ୍ଲା ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଯୋଗ ଦେଇ ବିଭିନ୍ନ ଏନଜିଓ ମାନଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଗୁଡିକ ବିଷୟରେ ଆଲୋଚନା କରିଥିଲେ l ବାଲ୍ୟ ବିବାହ, ଯୌତୁକ ନିର୍ଯ୍ୟାତନା ସମେତ ଅନ୍ୟାନ୍ୟ ହିଂସାର ଶିକାର ହୋଇଥିବା ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ସହାୟତା ପ୍ରଦାନ କରିବା ପାଇଁ ଗୋପାଳପୁର ର ସୁଭଦ୍ରା ମେହେତାବ ସେବା ସଦନ, ବ୍ରହ୍ମପୁରର ଇଣ୍ଡିଆନ ସୋସାଇଟି ଫର ରୁରାଲ ଡେଭଲପମେଣ୍ଟ ପ୍ରମୁଖ ଯୋଗ ଦେଇଥିଲେ l
Read More News
T & CPrivacy PolicyContact Us