Download Now Banner

This browser does not support the video element.

ବୀରମିତ୍ରପୁର: ନୂଆଗାଁ ବ୍ଲକର ନୂଆଗାଁ ଗ୍ରାମପଞ୍ଚାୟତ ପରିସରରେ ଗ୍ରାମପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।

Biramitrapur, Sundargarh | Oct 6, 2025
ନୂଆଗାଁ ବ୍ଲକର ନୂଆଗାଁ ଗ୍ରାମପଞ୍ଚାୟତ ପରିସରରେ ଗ୍ରାମପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ନୂଆଗାଁ ବିଡ଼ିଓ ଜ୍ୟୋତି ବିକାଶ ଦାଶ ଉପସ୍ଥିତ ରହି ଲୋକମାନଙ୍କର ଅଭିଯୋଗ ଶୁଣିଥିଲେ।ଏଥିରେ ଶିକ୍ଷା ବିଭାଗରୁ ବାନେ କେଛୁଆ,ବନ ବିଭାଗରୁ ସୁଶୀଲ କେରକେଟା ତଥା ବିଭିନ୍ନ ବିଭାଗର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ।ଏଥିରେ ଭତ୍ତା,ସୁଭଦ୍ରା ଯୋଜନା ଟଙ୍କା,ରାସନ କାର୍ଡ ପ୍ରମୁଖ ଅଭିଯୋଗ ସ୍ଥାନ ପାଇଥିଲା।ଜିପିଡିଓ ଏହାକୁ ପରିଚାଳନା କରିଥିବାବେଳେ ସରପଞ୍ଚ ମିମିକ ମାଇକେଲ ମିଞ୍ଜ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us