Download Now Banner

This browser does not support the video element.

ରେଢାଖୋଲ: ରାଣୀ ଅନ୍ନପୂର୍ଣ୍ଣା ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍କୁଲ ଓ କଲେଜ ସ୍ତରୀୟ ବକୃତା ପ୍ରତିଯୋଗୀତା

Rairakhol, Sambalpur | Aug 26, 2025
ସମ୍ବଲପୁର ଜିଲ୍ଲା ରାଣୀ ଅନ୍ନପୂର୍ଣ୍ଣା ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ରେଢ଼ାଖୋଲର ସପ୍ତାହବ୍ୟାପୀ ସ୍ବାୟତ ଶାସନ ଦିବସ ପାଳନ ଅବସରରେ ମଙ୍ଗଳବାର ସକାଳେ ସ୍କୁଲ ଓ କଲେଜ ସ୍ତରୀୟ ବକୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ସହରର ସମସ୍ତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ ।
Read More News
T & CPrivacy PolicyContact Us