This browser does not support the video element.
ଜୟପୁର: ସରକାରୀ ଉତ୍ତ ବିଦ୍ୟାଳୟ ଜୟପୁର ଠାରେ ସ୍ୱାଧିନତା ସଂଗ୍ରାମୀ ଗଦାଧର ମହାପାତ୍ରଙ୍କ ଜୀବନୀ ଉପରେ ପୁସ୍ତକ ଉନ୍ମୋଚନ
Jeypore, Koraput | Sep 5, 2025
ସରକାରୀ ଉତ୍ତ ବିଦ୍ୟାଳୟ ଜୟପୁର ଠାରେ ଆଜି ଅପରାହ୍ନ ୧ ଘଣ୍ଟା ସମୟରେ ସ୍ୱାଧିନତା ସଂଗ୍ରାମୀ ଗଦାଧର ମହାପାତ୍ର ଙ୍କ ଜୀବନୀ ଉପରେ ପୁସ୍ତକ ଉନ୍ମୋଚନ ହୋଇଛି । ଦି ଇନଟେକ, କୋରାପୁଟ ଚାପଟେର କୋରାପୁଟ ତରଫରୁ ଆୟୋଜିତି କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟର କୁଳ ସଚିବ ମହେଶ୍ୱର ଚନ୍ଦ୍ର ନାୟକ, ଲେଖକ ପରେଶ ରଥ ଉପସ୍ଥିତ ରହିଥିଲେ । ଅନୁଷ୍ଠାନ ର ପ୍ରଫୁଲ ଚନ୍ଦ୍ର ମହାପାତ୍ର ଆହ୍ୱାନରେ କାଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲ।।